ଚଟଈଏ ଗେମ୍ରେ ପାଗଳ ହୋଇ ଘରେ ଗଡିଲାମୁଣ୍ଡ

ଚଟଈଏ  ଗେମ୍ରେ ପାଗଳ ହୋଇ  ଘରେ ଗଡିଲାମୁଣ୍ଡ

ପବ୍ଜୀ ଗେମ୍ ପ୍ରେମରେ ପଡି ପାଗଳ ହୋଇଗଲାଣି ସାରାଦୁନିଆଁ । ଛୋଟରୁ ବଡ ବିଶେଷକରି ବର୍ତମାନର ଯୁବପିଢି ହାତରେ ମୋବାଇଲ ,ଲାପଟପ ଓ କମ୍ପିୟୁଟର ଖଣ୍ଡେ ଖଣ୍ଡେ ଧରି ଏହି ଖେଳରେ ଏମିତି ମାତଯାଉିଛନ୍ତିଯେ । ସତେବେଳେ ଏମାନେ ଖାଇବା ପିଇବା ସବୁକିଛି ଭୂଲିଯାଆନ୍ତି । ଆଉ ଘଂଟା ଘଂଟା ଧରି ଗୋଟିଏ ସ୍ଥାନରେ କିଛି ପିଲାବସି ମାତିଥାନ୍ତି ଏହି ଖେଳରେ । ବେଳେ ବେଳେ ଏହି ପବ୍ଜୀ ଗେମ୍ର ନିଶା ଯୁବପିଢୀଙ୍କୁ ଏତେ ଘାରିଥାଏଯେ ନିଜର ଘରେ ସେହି ସିନ୍ ରିକି୍ରଏଟ କରିବାକୁ ଚେଷ୍ଟାକରନ୍ତି । ଆଉ ଏମିତି ଏକଘଟଣା ସାମ୍ନାକୁ ଆସିଛି ଯାହାକୁ ଆପଣ ସୁଣିଲେବି ସହଜରେ ବିଶ୍ୱାସବି କରିପାରିବେ ନାହିଁ ପବ୍ଜୀ ଗେମ୍ରେ ଯେଉଁଭଳି ଖୋଳ ଖୋଳିଥାନ୍ତି ଠିକ୍ ସେହିଭଳି ଜଣେ ଯୁବକ ନିଜରଘରେ ଗେମ୍ର ସିନ୍ ରିକି୍ରଏଟ କରିଛନ୍ତି । ଆଉ ବନ୍ଧୁକ ମୁନରେ ନିଜଘରେ ଗୁଳିବର୍ଷା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ପାକିସ୍ଥାନର ଲାହୋର ରେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Editor Sudhanshu Bhusan Baliarsingh

Ownership Adarsha tv