ଓଡିଶାରେ ୧୦ ଜିଲ୍ଲାରେ ଘନ କୁହୁଡି ହେବା ସମ୍ଭାବନା ସୂଚନାଦେଲେ ପାଣିପାଗ ବିଭାଗ

ଓଡିଶାରେ ୧୦ ଜିଲ୍ଲାରେ ଘନ କୁହୁଡି ହେବା ସମ୍ଭାବନା ସୂଚନାଦେଲେ ପାଣିପାଗ ବିଭାଗ

ଭୁବନେଶ୍ୱର (ଆଦର୍ଶ ଟିଭି)ଓଡିଶାର ୧୦ଟି ଜିଲାମାନଙ୍କରେ ଅଧିକ ମାତ୍ରାରେ କୁହୁଡି ଅନୁଭୂତ ହେବାନେଇ କହିଛନ୍ତି ପାଣିପାଗ ବିଭାଗ । ପାରଦ ୪,୫,୬, ଡିଗି୍ରକୁ ଖସିବାନେଇ କରିଛନ୍ତି ସତର୍କ । ଏତିମଧ୍ୟରୁ ଅନୁଗୁଳ ,ବୋ÷ଦ୍ଧ, ସୋନପୁର ,କନ୍ଧମାଳ ,ନୟାଗଡ ,ଜଗତସିଂପୁର ,ଭଦ୍ରକ ,ଯାଜପୁର,କଟକ କେନ୍ଦ୍ରାପଡା ଆଦି ଜିଲା ମାନଙ୍କୁ ଏଲୋୱାଣିଙ୍ଗ ଜାରିକରାଯାଇଛି । ରାଜପଥ ମାନଙ୍କରେ ଟ୍ରକ ,ବସ ଚାଳକମାନେ ଗାଡିଚଳାଇବା ପ୍ରତି ସତର୍କତା ଅବଲମ୍ବନ କରିବା ଉୁଚିତ । ନଚେତ୍ ଦୃର୍ଘଟଣାମାନ ଘଟିବାର ସମ୍ବାବନା ରହିଛି । ଏବଂ ଶୀତର ପ୍ରଭାବ ବଢିବ ।

Editor Sudhanshu Bhusan Baliarsingh

Ownership Adarsha tv