ଓଡିଶାରେ ୧୦ ଜିଲ୍ଲାରେ ଘନ କୁହୁଡି ହେବା ସମ୍ଭାବନା ସୂଚନାଦେଲେ ପାଣିପାଗ ବିଭାଗ

ଭୁବନେଶ୍ୱର (ଆଦର୍ଶ ଟିଭି)ଓଡିଶାର ୧୦ଟି ଜିଲାମାନଙ୍କରେ ଅଧିକ ମାତ୍ରାରେ କୁହୁଡି ଅନୁଭୂତ ହେବାନେଇ କହିଛନ୍ତି ପାଣିପାଗ ବିଭାଗ । ପାରଦ ୪,୫,୬, ଡିଗି୍ରକୁ ଖସିବାନେଇ କରିଛନ୍ତି ସତର୍କ । ଏତିମଧ୍ୟରୁ ଅନୁଗୁଳ ,ବୋ÷ଦ୍ଧ, ସୋନପୁର ,କନ୍ଧମାଳ ,ନୟାଗଡ ,ଜଗତସିଂପୁର ,ଭଦ୍ରକ ,ଯାଜପୁର,କଟକ କେନ୍ଦ୍ରାପଡା ଆଦି ଜିଲା ମାନଙ୍କୁ ଏଲୋୱାଣିଙ୍ଗ ଜାରିକରାଯାଇଛି । ରାଜପଥ ମାନଙ୍କରେ ଟ୍ରକ ,ବସ ଚାଳକମାନେ ଗାଡିଚଳାଇବା ପ୍ରତି ସତର୍କତା ଅବଲମ୍ବନ କରିବା ଉୁଚିତ । ନଚେତ୍ ଦୃର୍ଘଟଣାମାନ ଘଟିବାର ସମ୍ବାବନା ରହିଛି । ଏବଂ ଶୀତର ପ୍ରଭାବ ବଢିବ ।