ପୁରୀରେ ଆନ୍ତ୍ରଯାତୀୟ ବିମାନ ବନ୍ଦରନେଇ କେନ୍ଦ୍ରକୁ ଚିଠି

 ପୁରୀରେ ଆନ୍ତ୍ରଯାତୀୟ ବିମାନ ବନ୍ଦରନେଇ କେନ୍ଦ୍ରକୁ ଚିଠି

ଈୁବନେଶ୍ୱର (ଆଦର୍ଶ ଟିଭି): ରାଜ୍ୟରେ ଆନ୍ତ୍ରଯାତୀୟ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଏକ ଚିଠିଲେଖିଛନ୍ତି ଏବଂ ସେଥିରେ ଦର୍ଶାଇଛନ୍ତି ଏହା ପୁରୀ ଶି୍ରକ୍ଷେତ୍ର ଧାମରେ ନିର୍ମାଣ କରାଯିବାପାଇଁ । ଫଳରେ ପୁରୀ ଭାରତ ମାନଚିତ୍ରରେ ଆଉ ଏକ ଅଧାୟ ସୃଷ୍ଠିକରିବ । ଏହାକୁ ନେଇ ବିଭିନ୍ନ ମହଲରେ କିଛି ଚର୍ଚ୍ଚା ହୋଉଥିବାବେଳେ କଂଗ୍ରେସ ବିଡଧାୟକ ସୁରରାଉତରାୟ ସ୍ୱାଗତ ଜଣାଇଛନ୍ତି ଏବଂ ସେ କହିଛନ୍ତି ପୂର୍ବରୁ ଏହିପ୍ରସ୍ତାପ ଫେଳମାରିବାଭଳି କାର୍ଯ୍ୟନ ହେଉ ।

Editor Sudhanshu Bhusan Baliarsingh

Ownership Adarsha tv