ସାଲେପୁର ଡବଲମର୍ଡର ଘଟଣା:ରାଜନୈତିକ ଆକ୍ରୋଶ

 ସାଲେପୁର ଡବଲମର୍ଡର ଘଟଣା:ରାଜନୈତିକ ଆକ୍ରୋଶ

ଆଦର୍ଶଟିଭି: ସାଲେପୁର ପଚାଂୟତ ସମିତ ସଭ୍ୟ ଅଧକ୍ଷା ତଥା ସାଲେପୁର ବିଜେପି ପ୍ରଭାରି କୁଳମଣି ଦଳାଇଙ୍କୁ ହତ୍ୟାକରିବା ପଛରେ ରାଜନୈତିକ ଆକ୍ରେଶ । ବିଜେପିର ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର ଏକ ସାମ୍ବାଦିକ ସମିଳନୀରେ ରାଜ୍ୟସରକାରଙ୍କୁ ଟାରଗେର୍ଟ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାନେଇ ମୁହଁ ଖୋଲିବାରୁ ବିରୋଧି ଦଳ କୁଳମଣିଙ୍କୁ ମାରିଥିବା କହିଛନ୍ତି । ଗତକାଲି ରାତି ୭.୩୦ ମିନିଟ୍ ସମୟରେ ଏଭଳି ଜଘନ୍ୟକାଣ୍ଡ ଘଟିଛି । ହତ୍ୟାକାଣ୍ଡପଛରେ ମନ୍ତ୍ରୀ ଓ ବିଜେଡି କର୍ମୀଙ୍କର ହାତରହିଛି , କିଛି ଗୁଣ୍ଡାଶ୍ରେୀଣିର ବ୍ୟକ୍ତିଙ୍କ ଦ୍ୱାରା ଏଭଳି କାଣ୍ଡ ଘଟାଇଛନ୍ତି । ବିଜେପି ଏହି ଘଟଣାକୁନେଇ ଜନସାଧାରଣଙ୍କ ପାଖରେ ପହଁଚିବ । କିନ୍ତୁ ମନ୍ତ୍ରୀ ଶୀ୍ର ଜେନା ତାଙ୍କଉପରକୁ ଆସୁଥିବାଆରୋପକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ଯିଏ ଦୋଷି ତାହାକୁ ଖୁବ୍ଶି୍ରଘ୍ର ଧରାଯିବ ।

Editor Sudhanshu Bhusan Baliarsingh

Ownership Adarsha tv