ଜାନୁୟାରୀ ୮ରୁ ଖୋଲିବ ୮ମରୁ ଦ୍ୱାଦଶ ସମସ୍ତ ସ୍କୁଲ

 ଜାନୁୟାରୀ ୮ରୁ ଖୋଲିବ  ୮ମରୁ ଦ୍ୱାଦଶ ସମସ୍ତ ସ୍କୁଲ

ଭୁବନେଶ୍ୱର(ଆଦର୍ଶଟିଭି) ଜାନୁୟାରୀ ୮ ତାରିଖରୁ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଖୋଲିବା ନେଇ ସୁଚନାଦେଲେ ଗଣଶିକ୍ଷାମନ୍ତ୍ରୀ । ସେ କହିଛନ୍ତି ବନ୍ଦଥିବା ହଷ୍ଟେଲମଧ୍ୟ ଖୋଲିବା ନେଇ ଖୁବ୍ଶିଘ୍ର ଏସୋପି ଜାରିକରାଯିବ । କଟେଂନମେଂଟ ଜୋନ୍ରେ ଥିବା କୈଣସି ପିଲା ସ୍କୁଲ ଆସିବେନାହିଁ । ଏବଂ କୈଣସି ପିଲାକୁ ସ୍କୁଲ ଆସିବା ବାଧ୍ୟକରାଯିବ ନାହିଁ ।ଏଥି ସହିତ ଶନିବାର ଓ ରବିବାର ଦିନ ମାନଙ୍କରେ ସ୍କୁଲ ଖୋଲାରହିବ । ୩ ମାସ ପରେ ଅର୍ଥାତ ଏପ୍ରିଲ ରେ ୮୦ ମାର୍କ ପାଇଁ ପରିକ୍ଷା ଦିଆଯିବ କିନ୍ତୁ ତାହା ପିଲାମାନଙ୍କର ୧୦୦ ମାର୍କ ପୂର୍ଣ୍ଣସଂଖ୍ୟାରହିବ ।

Editor Sudhanshu Bhusan Baliarsingh

Ownership Adarsha tv