ବାଇକ୍ ଚାଳକଙ୍କପାଇଁ କଡାକଡିହେଲା ଡବଲ୍ ହେଲମେଟ୍

  ବାଇକ୍ ଚାଳକଙ୍କପାଇଁ  କଡାକଡିହେଲା ଡବଲ୍ ହେଲମେଟ୍

ଭୁବନେଶ୍ୱର(ଆଦର୍ଶଟିଭି) ରାଜଧାନୀରେ ଜାନୁଆରୀ ୨ରୁ ଆମ୍ଭହେଲା ହେଲମେଟ୍ ଚେକିଙ୍ଗ । ଯେଉଁମାନେ ବାଇକିରେ ୨ଜଣଯିବାଆସିବା କରିବେ ସେମାନେ ଉଭୟ ହେଲମେଟ୍ ପିନ୍ଦିବା ବାଧ୍ୟତାମୂଳକ, ନ’ହେଲେ ତଣ୍ଡଗଣିବା ନିଶ୍ଚିତ ହୋଇଛି । ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭୁବନେଶ୍ୱର ଟ୍ରଫିକ କମିସନ୍ର । ଏବେ ଗାଡି ଡିଏଲ -ଆରିସି ବୁକ୍ ନୁହେଁ କେବଳ ଯେଉଁମାନେ ରଙ୍ଗରୁଟ୍ ରେ ଯବାଆସିବା , ମୋବାଇଲିରେ ଗପିବା , ଏବଂ ଡବଲ ହେଲମେଟ୍ ପିନ୍ଧି ନ’ ଥିବି ସେମାନେ ବାଧ୍ୟତାମୂଳକ ଭାବେ ଫାଇନ ଗଣିବେ । ଭୁବନେଶ୍ୱରର ଟ୍ରାଫିକ ପୋଲିସ ପକ୍ଷରୁ ଆଜିଠାରୁ ଚେକିଙ୍ଗ କଡା କଡି ଆରମ୍ଭ କରିଦେଇଛନ୍ତି । ଏଇର ଅମାନୀଆଁ ଙ୍କୁ ସାବାଡ କରିବାର ଏ ହୋଉଛି ନୂଆ ତରିକା ।

Editor Sudhanshu Bhusan Baliarsingh

Ownership Adarsha tv