ଏକରାଷ୍ଟ୍ର ଏକ ନିର୍ବାଚ୍ଚନ ଦେଶର ବିକାଶହେବ ତ୍ୱରାନୀତ

ଏକରାଷ୍ଟ୍ର ଏକ ନିର୍ବାଚ୍ଚନ ଦେଶର ବିକାଶହେବ ତ୍ୱରାନୀତ

ଭୁବନେଶ୍ୱର(ଆଦର୍ଶଟିଭି)ଦେଶର ବିକାଶ ସଂମ୍ଭବ ହୋଇପାରିବ ଏକ ରାଷ୍ଟ୍ର ଏକ ନିର୍ବାଚନ ବ୍ୟବସ୍ତା ଲାଗୁହେଲେ । ଏହାଦ୍ୱାରା ଦେଶରେ ଖର୍ଚ୍ଚକମ ହୋଇପାରିବ ଏବଂ ବିଭିନ୍ନ ସମସ୍ୟା ମଧ୍ୟ ସମାଧାନ ହୋଇପାରିବ । ଏଭଳି କଥାକୁ ପୂର୍ବତନ ନିର୍ବାଚନ ଆଯୋଗ ସୁପାରିକରିଛନ୍ତି । ଏହାକୁନେଇ ନରେନ୍ଦ୍ରମୋଦି କାର୍ଯ୍ୟକାରୀ କରିବାନେଇ ମତପ୍ରକାଶ କରିଛନ୍ତି । ସଂପ୍ରତି ଏହି ନିର୍ବାଚ୍ଚନ ମଡେଲ ଲାଗୁକୁ ଲାଗୁହେବାର ଆବଶ୍ୟକତା ରହିଥିବା କଥାକହିଛନ୍ତି ବିଜେପିର ରାଷ୍ଟି୍ରୟ ଅଧକ୍ଷ । ତେବେ ଆଗାମୀ ଦିନରେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରୁଛି ତାହାକୁ ଅପେକ୍ଷା ।

Editor Sudhanshu Bhusan Baliarsingh

Ownership Adarsha tv