ବନ୍ଦହେଲା ଜିରୋନାଇଟି ସେଲିବ୍ରେସନ୍

ବନ୍ଦହେଲା ଜିରୋନାଇଟି ସେଲିବ୍ରେସନ୍

ଭୁବନେଶ୍ୱର(ଆଦର୍ଶଟିଭି): ପ୍ରତିବର୍ଷ ଜାନୁୟାରୀ ୩୧ ତାରିଖ ସନ୍ଧ୍ୟରେ ରାଜଧାନୀ ସମେତ ଅନେକ ସହରମାନଙ୍କରେ ଜିରୋନାଇଟି ସେଲିବ୍ରେସନ୍ କରାଯାଇ ଥାଏ । ନାଚ ଗୀତର ଆସର ସହିତ ମଜାନେଉଥିଲେ ଯୋଗଦେଇଥିବା ଅତିଥି । କିନ୍ତୁ ଏବର୍ଷ କରୋନା କାରଣରୁ ରାଜଧାନୀର ସମସ୍ଥ ହୋଟେଲ ,ବାର ,ପାର୍କ ,କ୍ଲବ ଆଦି ସ୍ଥାନମାନଙ୍କୁ ବନ୍ଦକରିଛନ୍ତି ସରକାର । କାରଣ କରୋନାର ସ୍ଥିତ ଏକପ୍ରକାର କମୁଥିବାବେଳେ ଯଦି ଆଗକୁ ଏହାକୁ ସଚେତନତା ଅବଲମ୍ବନ କରାନ’ଯାଏ ତାହାଲେ ଏହା ପୁଣି ସଂକ୍ରମଣହେବାର ସଂମ୍ଭାବନାକୁ ଏଡାଇଦିଆଯାଇ ନ’ପାରେ ତେଣୁ ଏବର୍ଷ ର ଏହି ଜିରୋନାଇଟ୍ ଉପରେ ରୋକ୍ ଲଗାଇଲେ ସରକାର ।

Editor Sudhanshu Bhusan Baliarsingh

Ownership Adarsha tv