ଖୋଲିବ ସିନେମାହଲ୍ ଓ ଯାତ୍ରାମଂଚ

ଖୋଲିବ ସିନେମାହଲ୍ ଓ ଯାତ୍ରାମଂଚ

ଭୁବନେଶ୍ୱର(ଆଦର୍ଶଟିଭି)କରୋନାକଟକଣାକୁ ନେଇ ପ୍ରାୟ ୧୦ମାସହେବ ସମସ୍ଥ ଜନଗହଳି କାର୍ଯ୍ୟକ୍ରମଉପରେ ଲଗାଇଥିବା କଟକଣାରେ ଏବେ ଆଣିଛନ୍ତି କିଛି କୋହଳ ନୀତି । ସିନେମାହଲ , ଯାତ୍ରାପାଟି ଗୁଡିକ ବନ୍ଦହୋଇଥିଲା ସରକାର ଏହାକୁ ଖୋଲିବାକୁ ଦେଇଛନ୍ତି ସିଗନାଲ । କିନ୍ତୁ ଏଥିରେ ୫୦ ପ୍ରତିସତ ଦର୍ଶକଙ୍କୁ ଦେଇଛନ୍ତି ଅନୁମତି । ସେହିଭଳି ବିବାହ କାର୍ଯ୍ୟପାଇଁ ୨୦୦ ଜଣଙ୍କୁ ଓ ଅନ୍ତେଷ୍ଟିକି୍ରୟାକୁ ୧୦୦ ମଧ୍ୟରେ କରିବାକୁ ଅନୁମତି ଦେଇଥିବାବେଳେ । ସୁଇମିଙ୍ଗପୁଲପାଇଁ କଟକଣାମୁକ୍ତ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଧିରେଧିରେ କମୁଥିବାରୁ ସରକାର ମଂଚ ଓ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ,ମନ୍ଧିର ଆଦିକୁ ଯିବାରେ କୋହଳ ନୀତି ଅବଲମ୍ଭନ କରିଛନ୍ତି ।

Editor Sudhanshu Bhusan Baliarsingh

Ownership Adarsha tv