ଆସାନେଇ ଆସିଲେ ଖାଲିହାତେଗଲେ ଜିନ୍ ପିଙ୍ଗଙ୍କ ଦୂତ

 ଆସାନେଇ ଆସିଲେ ଖାଲିହାତେଗଲେ ଜିନ୍ ପିଙ୍ଗଙ୍କ ଦୂତ

ବ୍ୟୁରୋରିପୋର୍ଟ(ଆଦର୍ଶଟିଭି) ନେପାଳରେ ଦେଖାଦେଇଥିବା ରାଜନୈତିକ ଅସ୍ତିରତାର ସମାଧାନ କରିବାପାଇଁ ଆସିଥିଲେ ଚାଇନାର ରାଷ୍ଟପତିଙ୍କ ଟିମ୍ । ୪ ଦିନିଆଁ କାଠମାଣ୍ଡୁ ଗ୍ରସ୍ତରେ ଆସି ଉଚସ୍ତରିୟ ଟିମ୍ ରାଜନୈତିକ ବିବାଦର ସମାଧାନ ପାଇଁ ଚାଇନା ଏଥିରେ ନିଜେ ହଟହଟା ହୋଇଛି । ନେପାର ଯେଉଁ ଜାଗା ଚାଇନା ବଳପୂର୍ବକ ଅକ୍ତିଆର କରିଛି ସେ ଜମି ଫେରାଇବାକୁ ଦାବିକରିଥିଲେ ନେପାଳବାସୀ । ଏହି ଆଲୋଚନାରେ ଅନେକଦିନରୁ ନେପାଳ ଚାଇନା ଉପରେ ରଖିଥିବା ଅସୋନ୍ତଷକୁ ଖୋଲା ଖୋଲି ଚାଇନାକୁ କହିଥିଲା । କାଠମାଣ୍ଡୁରେଥିବା ଦୂତାବାସ ଆଗରେ ନେପାଳର ଅଧିବାସୀମାନେ ଚାଇନାକୁ ଗୋବ୍ୟାକ୍ –ଗୋ ବ୍ୟାକ ନାରାଦେଇଥିଲେ ।

Editor Sudhanshu Bhusan Baliarsingh

Ownership Adarsha tv