ମୃତଦେହଧରି ସ୍କୁଟିରେ ସହରସାରା ବୁଲୁଥିଲା ଅପରାଧୀ :ସିସିଟିଭିରେ କଏଦ ହେଲା ପୁରାଘଟଣା

ମୃତଦେହଧରି ସ୍କୁଟିରେ ସହରସାରା ବୁଲୁଥିଲା ଅପରାଧୀ :ସିସିଟିଭିରେ କଏଦ ହେଲା ପୁରାଘଟଣା

ବ୍ୟୁରୋଆଦର୍ଶ ଟିଭି: ବର୍ତମାନ ଯୁଗରେ ପୁଲିସବିଭାଗ ଯେତେ ଉନ୍ନତ ହେଲେମଧ୍ୟ ଅପରାଧି ତାହାଠାରୁ ଗୋଟିଏପାଦ ଆଗରେ । ଏମିତିଏକ ହତ୍ୟାକାରୀ ହତ୍ୟାକାଣ୍ଡ ଘଟାଇ ଖୋଦ ରାଜଧାନୀ ଦିଲ୍ଲୀ ସହରର ରାଜରାସ୍ତାରେ ନିଜର ସ୍କୁଟିର ପଛରେ ମୃତଦେହକୁ ଏକ ଅଖାରେପୁରାଇ ୨କିମି ରାସ୍ତାବୁଲିବା ଘଟଣା ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ । ତେବେ ଏହି ଘଟଣାକୁ କେହି ଜାଣିପାରିନ’ଥିଲେ ସିସିଟିଭିରୁହିଁ ଏହାର ସନ୍ଦାନ ମଳିଥିଲା । ତେବେ ହତ୍ୟାକାଣ୍ଡର ପଛର ପୁରାଘଟଣା ଉପରେ ନଜର ପକାନ୍ତୁ ... ଅଭିଯୁକ୍ତ ଅଙ୍କିତ କଟିୟାରାଙ୍କ ଠାରୁ ରବି ୭୭ହଜାର ଟଙ୍କା ଧାର ନେଇଥିଲା ।ଟଙ୍କାଦେଇନପାରିବାରୁ ଅକିଂତ ରବିକୁ ଡାକିଆଣି ମାଡମାରି ଶେଷରେ ତାର ଶ୍ୱାସରୁଦ୍ଧକରି ମାରିଥିଲା । ମୃତଦେହକୁ ଅଖାରେ ପୁରାଇ ଏଭଳି କାଣ୍ଡଭିଆଇଥିଲା । ମୃତଦେହକୁ ସେ ଏକ ପରିତ୍ୟକ୍ତଘରେ ପୋତିଦେଇ ଫେରାର ହୋଇଯାଇଥିଲା । ହେଲେ ତାହାର ହତ୍ୟାକାଣ୍ଡକୁ ନା’ଦିଲୀପୁଲିସ ଜାଣିପାରିଥିଲା ନା’ସନ୍ଧାନୀ କୁକୁର , ସିସିଟିଭିଫୁଟେଗରୁ ଜାଞ୍ଚବେଳେ ଘଟଣାଟି ସାମ୍ନାକୁ ଆସିଥିଲା ।ସେ ଏବେ ସବୁ ସତମାନିଥିଲା ପୁଲିସ ଆଗରେ ।

Editor Sudhanshu Bhusan Baliarsingh

Ownership Adarsha tv