ସ୍ୱର୍ଗତ ଇର୍ଫାନ ଖାନଙ୍କ ଅନ୍ତିମ ଫିଲ୍ମ ୨୦୨୧ରେ ହେବାକୁ ଯାଉଛି ରିଲିଜ

   ସ୍ୱର୍ଗତ ଇର୍ଫାନ ଖାନଙ୍କ ଅନ୍ତିମ ଫିଲ୍ମ ୨୦୨୧ରେ ହେବାକୁ ଯାଉଛି ରିଲିଜ

ବ୍ୟୁରୋଆଦର୍ଶ ଟିଭି: ସ୍ୱର୍ଗତ ଇର୍ଫାନ ଖାନଙ୍କ ନିର୍ମିତ ଅନ୍ତିମ ଫଲ୍ମ ‘ଦ ସଙ୍ଗ ଅଫ୍ ସ୍କଫିଆନ ଆଗାମୀ ୨୦୨୧ ବର୍ଷରେ ରିଲିଜ ହେବାକୁ ଯାଉଛି । ଏନେଇ ବଲିଓଡର ଜଣାଶୁଣା ସମିକ୍ଷକ ତାଙ୍କର ଟୁଇଟର ଯୋଗେ ସୂଚନା ଦେଇଛନ୍ତି । ସ୍ୱର୍ଗତ ଇମ୍ରାନ ଖାନ ତାଙ୍କର ନିଜସ୍ୱ କଳାରେ ବାନ୍ଧିରଖିଥିଲେ ଲକ୍ଷ ଲକ୍ଷ ବଲିଓଡ ପ୍ରେମୀମାନଙ୍କୁ । ତାଙ୍କର ଫିଲ୍ମରେ ଯେଉଁ ଚରିତ୍ର ରହୁଥିଲା ତାହାକୁ ସେ ନିଖୁଣଭାବରେ ନିଭାଉଥିଲେ , ଯାହାକୁ ଦର୍ଶକ କେବେବି ଭୁଲିପାରୁନ’ଥିଲେ । ତାଙ୍କର ଅକାଳ ବିଓଗୋ ପରେ ଏହି ଫିଲ୍ୱଟି ତାଙ୍କଜୀବନର ଶେଷ ଫିଲ୍ମମ ହୋଇରହିବ ବଲିଓଡ ଜଗତରେ । ଏହି ଫିଲ୍ମ ୨୦୧୭ ରେ ସୁଇଜରଲ୍ୟାଣ୍ଡରେ ୭୦ତମ ଲୋକାର୍ନେ ଫଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା ଏହି ଫିଲ୍ମରେ ଓଟ ବ୍ୟାବସାଇ ଭୂମୀକାରେ ଦେଖିବାକୁ ପାଇବେ ଦର୍ଶକ ।

Editor Sudhanshu Bhusan Baliarsingh

Ownership Adarsha tv