ରାଜ୍ୟରେ ଦୁଗ୍ଧଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ରୁଣ ଦେବାପାଇଁ ଅନୁରୋଧକଲେ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟରେ ଦୁଗ୍ଧଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ରୁଣ ଦେବାପାଇଁ ଅନୁରୋଧକଲେ ଧର୍ମେନ୍ଦ୍ର ପ୍ରଧାନ ।

ଆଦର୍ଶଟିଭି:ଓଡିଶାର ଓମଫେଡ ୍ଦୁଗ୍ଧ ଚାଷିମାନଙ୍କପାଇଁ ସରକାର କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ୩ ଲକ୍ଷ ଟଙ୍କାଲେଖା ରୁଣଦେବାପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ହସ୍ତକ୍ଷେପ କରିଛନ୍ତି । ଏନେଇ ସେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମକୁ ଏକ ପତ୍ରଲେଖିଛନ୍ତି । ସରକାରଙ୍କର ଏହି ଯୋଜନା କରିଥିବାବେଳେ ବ୍ୟାଙ୍କ ମାନେ ରୁଣଦେଉନ’ ଥିବା ଦୁଗ୍ଧଚାଷୀ ଅଭିଯୋଗ କରିଛନ୍ତି । ତେଣୁ ଏହି ମାମଲାରେ ଧର୍ମେନ୍ଦ୍ର ନିଜେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ପାଇଁ କେନ୍ଦ୍ରକୁ ନିବେଦନ କରିଛନ୍ତି । ଚାଷିମାନଙ୍କର ଉନ୍ନତିପାଇଁ ଆଗରୁ ଏହାକୁ କାର୍ଯ୍ୟକାରୀ କରିବାପାଇଁ ବ୍ୟାଙ୍କ ମାନଙ୍କୁ ନିଦେ୍ର୍ଧଶ ରହିଥିବାବେଳେ ଏହି ସ୍କିମ୍ରେ କୈଣସି ଚାଷିଙ୍କୁ ରୁଣ ମଳିପାରିନାହିଁ ।

Editor Sudhanshu Bhusan Baliarsingh

Ownership Adarsha tv