ମେଲବର୍ଣ୍ଣ ଟେଷ୍ଟରେ ୨୦୦ରନ୍ରେ ଅଲଆଉଟ କଙ୍ଗାରୁ ଟିମ୍ : ୭୦ରନ୍ ଟାରଗେଟରେ ଭାରତ ।

ମେଲବର୍ଣ୍ଣ ଟେଷ୍ଟରେ ୨୦୦ରନ୍ରେ ଅଲଆଉଟ କଙ୍ଗାରୁ ଟିମ୍ : ୭୦ରନ୍ ଟାରଗେଟରେ ଭାରତ ।

ବ୍ୟୁରୋ ଆଦର୍ଶଟିଭି: ଅଷ୍ଟେଲିଆ-ଭାରତ ମଧ୍ୟରେ ଚାଲିଥିବା ଟେଷ୍ଟମ୍ୟାଚ ମେଲବୋର୍ଣ୍ଣରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତ ୨ୟ ସ୍ଥାନରେ ପହଚିଂଯାଇଛି । ୪ର୍ଥ ଦିନ ୍ରଅଷ୍ଟେଲିଆ ଟିଇମ୍ ଦିତୀୟ ଇନିକ୍ସ ୨୦୦ରନ୍ରେ ଖେଳ ଶେଷକରିଥିଲେ ଫଳରେ ଭାରତକୁ ୭୦ରନ୍ ଟାରଗେଟ୍ ଦେଇଛି । ତେବେ ୨ୟ ଇନˆ୍ିରେ ଭାରତ ୭୦ରନ୍ପୁରଣକଲେ ବିଜୟ ହାସଲକରିବ । ନଚେତ ପରାଜୟ ବରଣକରିବ ଭାରତ ଟିମ୍ ଇଣ୍ଡିଆ ।

Editor Sudhanshu Bhusan Baliarsingh

Ownership Adarsha tv