ଗୃହମନ୍ତ୍ରୀ ୫,୨୯୫ ପୁଲିସ କନେଷ୍ଟବଳ ପଦବୀ ନିଯୁକ୍ତିପାଇଁ କଲେ ଘୋଷଣା

ଗୃହମନ୍ତ୍ରୀ ୫,୨୯୫ ପୁଲିସ କନେଷ୍ଟବଳ ପଦବୀ ନିଯୁକ୍ତିପାଇଁ କଲେ ଘୋଷଣା

ନାଗପୁର: ମହାରାଷ୍ଟ ସରକାର ୧୨,୦୦୦ପୁଲିସ କନେଷ୍ଟବଳ ପଦବୀ ପୁରଣକରିବା ଏବଂ ସେମାନଙ୍କ ମଧ୍ୟରୁ ୫,୨୯୫ ଜଣଙ୍କୁ ଶିଘ୍ରନିଯୁକ୍ତି ଜାରୀକରାଯିବ ବୋଲି ରାଜ୍ୟଗୃହମନ୍ତ୍ରୀ ଅନୀଲ ଦେଶମୁଖ ରବିବାରଦିନ ଏକ ଘୋଷଣା କରିଛନ୍ତି । ଏଥିରୁ ୧୨,୦୦୦ ପୁଲିସ କନେଷ୍ଟବଳ ନିଯୁକ୍ତି ହେବେ । ୟୁନିଟ୍ କମାଣ୍ଡରଙ୍କୁ ଆବସ୍ୟକିୟ ନିଯୁକ୍ତି ଦିଆଯିବ ବୋଲି ଜଣେ ବିଧାୟକ ଦେଶମୁଖଗଣମାଧ୍ୟମକୁ କହିଛନ୍ତି । ୨୦୧୯ ବର୍ଷ ତୁଳନାରେ ୨୦୨୦ ବର୍ଷରେ ନାଗପୁର ସହରରେ କ୍ରାଇମ୍ ଗ୍ରାଫ ହ୍ରାସପାଇଥିବା ଜଣାପଡିଛି

Editor Sudhanshu Bhusan Baliarsingh

Ownership Adarsha tv