ଡିଏଲ ଏବଂ ଆରସି କୁ ନେଇ ବଡଘୋଷଣା: ଆଉ କଟିବ ନାହିଁ ଚାଲାଣ

ଡିଏଲ ଏବଂ ଆରସି କୁ ନେଇ ବଡଘୋଷଣା: ଆଉ କଟିବ ନାହିଁ ଚାଲାଣ

ବ୍ୟୁରୋ ଆଦର୍ଶଟିଭି: ରାଜ୍ୟରେ କରୋନା ମହାମାରୀକୁନେଇ କେନ୍ଦ୍ର ସଡକ ପରିବହନ ବିଭାଗ ପକ୍ଷରୁ ଜନସାଧାରଙ୍କ ସୁବିଧାକୁ ନେଇ ସମସ୍ତ ଡିଏଲ ଓ ଗାଡିକାଗଜ ପତ୍ରର ଅପଟୁଡେଟ୍ ନେଇ ଏହାର ସମୟସୀମା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧିକରିଥିଲା । ଏବେ ଏଥିରେ ପୁଣି ପରିବର୍ତନ କରିଛନ୍ତି ସରକାର । ଏନେଇ ସମସ୍ତରାଜ୍ୟ ଏବଂ କେନ୍ଦ୍ରଶାସିତ ଅଚଂଳକୁ ଏକ ନିଦେ୍ର୍ଧଶନାମା ଜାରିକରିଛନ୍ତି ରକାର । ଜନସାଧାରଣଙ୍କ ସୁବିଧାପାଇଁ ସମସ୍ତ ଡକ୍ୟୁମେଂଟସନ୍ କୁ ପୁଣି ମାର୍ଚ୍ଚ ୩୧ .୨୦୨୧କୁ ବୃର୍ଦ୍ଧିକରିଛନ୍ତି । ଫଳରେ ଯେଉଁମାନେ ଡିଏଲ୍ ଏବଂ ଆରସି ବୁକ୍ ଅପଟୁଡେଟ୍ କରିନାହାଁନ୍ତି ସେମାନଙ୍କୁ ପରିବହନ ସେବାପାଇବାରେ ସାହାର୍ଯ୍ୟକରିବ ।

Editor Sudhanshu Bhusan Baliarsingh

Ownership Adarsha tv