ଜାନୁୟାରୀରୁ ସମସ୍ତ ସ୍କୁଲ ଖୋଲିବା ସମ୍ଭାବନା

ଜାନୁୟାରୀରୁ ସମସ୍ତ ସ୍କୁଲ ଖୋଲିବା ସମ୍ଭାବନା

ଭୁବନେଶ୍ୱର(ଆଦର୍ଶଟିଭି) କରୋନା ମହାମାରୀକୁ ନେଇ ରାଜ୍ୟସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରୟ ୧୦ ମାସହେବ ବନ୍ଦକରିଥିଲୋ । ଅଗାମୀ ଦିନରେ ରାଜ୍ୟସରକାର ୨ଥର ଖୋଲିବାନେଇ ପ୍ରସ୍ତାପ ଦେଇଥିଲେ ମଧ୍ୟ ପରବର୍ତି ସମୟରେ ତାହାକୁ ବାତିଲ କରାଯାଇଥିଲା । ଫଳରେ ଶିକ୍ଷାବିଭାଗର ମନ୍ତ୍ରୀଙ୍କ ବାରମ୍ବାର ଏଭଳି ବୟାନ ଙ୍କୁ ନେଇ କିଛିରାଜନୈତିକ ବ୍ୟକ୍ତି ବିଶେଷ ବିଭିନ୍ନ ମନ୍ତବ୍ୟ ଦେଇଥିଲେ । ତେବେ ଏସବୁପରେ ପିଲାମାନଙ୍କୁ କିଭଳି ଗୁଣାତ୍ମକ ଶିକ୍ଷାଦିଆଯାଇ ପାରିବ ଏବଂ ପ୍ରକୃତପରିବେଶ ମିଳିପାରିବ ସେନେଇ ଗଣଶିକ୍ଷା ବିଭାଗପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି । ଏବଂ ପିଲାମାନଙ୍କର ବାର୍ଷିକ ପରିକ୍ଷାକୁ ଏପ୍ରିଲ , ମେ ରେ ମାଟି୍ରକ +୨ପରିକ୍ଷା ସହିତ ଅନ୍ୟାନ୍ୟ ପରିକ୍ଷା ହେବବୋଲି ନିଷ୍ପତି ନେଇଛନ୍ତି ।

Editor Sudhanshu Bhusan Baliarsingh

Ownership Adarsha tv