ସରକାର ଡାକିଲେଣି ବୈଠକ : ପୁଣି କରୋନାର ସଂକ୍ରମିତକୁ ନେଇ ଆତଙ୍କ

ସରକାର ଡାକିଲେଣି ବୈଠକ : ପୁଣି କରୋନାର ସଂକ୍ରମିତକୁ ନେଇ ଆତଙ୍କ

ବ୍ୟୁରୋ ଆଦର୍ଶଟିଭି: ଦିର୍ଘ ୬ମାସଧରୀ କରୋନା କାୟାବିସ୍ତାର କରିଥିଲାବେଳେ ଏବେ ଅନେକଦେଶ ନିଜର ସ୍ଥିତିସୁଧାରିନାହାଁନ୍ତି । ଆଉ ଏବେ ପୁଣି ବିଦେଶ ବି୍ରଟେନରେ ପୁଣିକରୋନା ତାହାର କାୟାବିସ୍ତାର କରିବାକୁ ନେଇ ଏକପ୍ରକାର ଚିନ୍ତାରେ ଭାରତ । କରୋନାର ଗତି ପୂର୍ବପେକ୍ଷା ଅଧିକ ମାରତ୍ମକ ଓ ଅଧିକ ବେଗରେ ଗତିକରୁଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ସେ କହିଛନ୍ତି ୭୦% ଅଧିକ ବେଗରେ ଜଣଙ୍କଠାରୁ ଆଉ ଜଣକୁ ଗତିକରୁଛି ଏଥିରେ ନେଦରଲ୍ୟାଣ୍ଡ,ଡେନମାର୍କ ,ଅଷ୍ଟେଲିଆ ଓ ଦକ୍ଷିଣ ଆଫି୍ରକା ମଧ୍ୟ କହିଛି । ଯାହାକୁନେଇ ନେଦରଲ୍ୟାଣ୍ଡ ପଡୋସୀ ବି୍ରଟେନ ସହ ବିମାନ ଚଳାଚଳ ବନ୍ଦକରିଛି । ଆଉ ଏହିଘଟଣା ପରେ ଭାରତ ସରକାରଙ୍କର ଚିନ୍ତାବଢିଯାଇଛି ।

Editor Sudhanshu Bhusan Baliarsingh

Ownership Adarsha tv