ପରୀର ହତ୍ୟାକାରୀର ଦୋଷି ସଜାଯାଇଥିବା ଯୁବକର ମା’ର କଣ କହିଲେ

ପରୀର ହତ୍ୟାକାରୀର ଦୋଷି ସଜାଯାଇଥିବା ଯୁବକର ମା’ର କଣ କହିଲେ

ଭୁବନେଶ୍ୱର (ଆଦର୍ଶଟିଭି) ପରୀହତ୍ୟାକରୀ କୁ ଧରିବାପାଇଁ ସରକାର ଯେଉଁ ଏସଆଇଟି ଟିମ୍ ଗଠନକଲେ ତାହାର ମଙ୍ଗଧରିଥିଲେ ଆଇପିଏସ ଅଫିସର ଅରୁଣ ବୋଥ୍ରା । ଦିର୍ଘ ୧୫ ଦିନ ତଦନ୍ତପରେ ଅଭିଯୋଗକୁ ଭିତିକରି ପ୍ରଥମେ ଥାନା ଅଧିକାରି ଙ୍କ ଉପରକୁ ଆଙ୍ଗୁଠି ଉଠାଇଥିଲେ ଏବଂ ତାଙ୍କୁ କାର୍ଯ୍ୟର ନିଲମ୍ବିତ କଲେ ଅନ୍ୟଜଣେ ଅଧିକାରୀଙ୍କୁ ବଦଳିକଲେ । ପରେ ସେହିଗାଁର ଜଣେ ଜୁବକଙ୍କୁ ଡିଟେକ୍ଟକଲେ । ମାନ୍ୟବର ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ୧୫ ଦିନମଧ୍ୟରେ ଘଟଣାର ସମସ୍ତ ରିପୋର୍ଟ ଦାଖଲକଲେ । ଏହାର ୪ଦିନପରେ ଏସଆଇଟି ଟିମ୍ ପହଁଚିଥିଲା ଉକ୍ତଯୁବକଙ୍କ ଘରେ ଆଉ ତାକୁ ଉଠାଇଆଣି ହାଜରକଲେ କୋର୍ଟଙ୍କରେ , ଆଉ ଏବେ ପରୀ ହତ୍ୟାଘଟଣାର ତାଙ୍କ ଗାଁ ରୁ ଅଭିଯୁକ୍ତକୁ ନେଇ କରାଯିବ ଲାଇଫ ଡେମୋ । ସେଥିପାଇଁ ଏହିଘଟଣାରେ ଗ୍ରାମବାସୀ ସହଯୋଗ କରିବାସହ ପ୍ରକୃତ ଘଟଣା କିଭଳି ଘଟିଥିଲା ତାହାର ସତ୍ୟତା ଉନ୍ମଚନ କରିବ ଏସଆଇଟି ଟିମ୍ । ଏବେ ଉକ୍ତ ପୋଖରିକୁ ସୁଖାଯିବାର କାର୍ଯ୍ୟ ଚାଲିଛି ଆଉ ଆଜି ହେବ ଡେମୋ । ଏଭଳି ଘଟଣା ରେ ତାଙ୍କର ପରିବାରରେ ମା’ଓ ଭଉଣୀ ଏଭଳି ଘଟଣାକୁ ସେ ସଡଜନ୍ତ୍ରବୋଲି କହିଛନ୍ତି । ଗଣମାଧ୍ୟମ ଆଗରେ କୋହସମ୍ବରଣ କରି କହୁଛନ୍ତି ମନ୍ତ୍ରୀ ଅରୁଣ ସାହୁ କିଭଳି ତାଙ୍କପୁଅକୁ ଧମକାଇଥିଲେ ଆଊ ତଦନ୍ତକାରୀ ଅଫିସର ଅରୁଣୁବୋଥ୍ରା କିପରି ତାଙ୍କୁ ଦୋଷିମାନୀବାକୁ ଟଙ୍କା ଯାଚିଥିଲେ ସେବିଷୟରେ ପୁଅ ସରୋଜ ଗଣମାଧ୍ୟମରେ କହିଦେବାରୁ ଆଜି ତାକୁ ନେଇ ଭୟଭିତକରାଇ ଏଭଳି ଦୋଷି ସଜାଉଛନ୍ତି କାନ୍ଦି କାନ୍ଦହକୁ ଥିଲେ ତାଙ୍କ ମା’ । ତାଙ୍କପୁଅ ନିଦେ୍ର୍ଧଷ । ପୁଅକୁ ନେଇଯିବା ଦିନଠାରୁ ମାର ଆଖିଲୁହ ଝରୁଛି ଅମାନିଆଁ ଲୁହ , ସେଆଜି ନିଦେ୍ର୍ଧଷ ହୋଇ ଯଦି ଦୋଷି ସାଜିଲା ତେବେ କିଏସେ ଦେବ ଆମକୁ ନ୍ୟାୟ ।

Editor Sudhanshu Bhusan Baliarsingh

Ownership Adarsha tv