ସାଂସଦ ଅନୁଭବଙ୍କୁ ଦଳରୁ ଚେକ୍ : ମିଳିଲା ଗୁରୁମନ୍ତ୍ର

ସାଂସଦ ଅନୁଭବଙ୍କୁ ଦଳରୁ ଚେକ୍ : ମିଳିଲା ଗୁରୁମନ୍ତ୍ର

ଭୁବନେଶ୍ୱର (ଆଦର୍ଶଟିଭି): ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ଦ୍ୱନ୍ଦକୁନେଇ ଏବେ ପିଛାଛାଡୁ ନ’ଥିଲାବେଳେ । ଦଳର କାର୍ଯ୍ୟକାରିଣୀ ବୈଠକପରେ ଅନୁଭବଙ୍କୁ ପରୋକ୍ଷରେ ଗରୁମନ୍ତ୍ର ପଢାଇଛନ୍ତି ବିଜେଡିନେତା ଦେବାଶିଷ ସାନ୍ତରାୟ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ହୋଉଛନ୍ତି ଆମର ଆଦର୍ଶ । କିନ୍ତୁ ଆମେ ରାଜନୀତିରେ ରହି ଜଦି ଆମ ଆଚରଣ ଓ ଉଚାରଣରେ ବ୍ୟତିକ୍ରମ ଦେଖାଦିଏ ତେବେ ସେ ଜନତାଙ୍କୁ କଣ ଦିଗଦର୍ଶନ ଦେବ । ପୁଣି କହିଛନ୍ତି ଯେ ଲୋକଲଜ୍ଜାକ’ଣ ଅନୁଭବ କରିପାରୁନାହିଁ ତାହା ଜନସାଧାରଣଙ୍କ ଆଗରେ କି ଉତରରଖିବେ । ନବୀନ ପଟନାୟକ ନିଜେଜଣେ ଆଦର୍ଶ ଜଦି ତାଙ୍କୁ ଠାରୁ ଆମେ କିଛି ସିଖିନ ପାରିବା ତାହାଲେ କଣ ହେବ ଆଗାମୀ ରାଜନୀତି ଜୀବନ । ଏଭଳି ପରୋକ୍ଷରେ ଦେବାଶିଷ ବାଣମାରିଛନ୍ତି ଅମୁଭବଙ୍କୁ ବୋଧହୁଏ ଏଥର ଦୃତୀୟ ମହଳାର କିଛି ଆଭାଷ ବାରିହେଉଛି ଦେବାଶିଷଙ୍କ ଅଙ୍କାବଙ୍କା ତିରମରାରୁ । ତେବେ ଆଗାମୀଦିନରେ ସାଂସଦ ଅନୁଭବ ଙ୍କ ରାଜନୈତିକ କ୍ୟାରିୟରରେ ବୋଧେଆସିଗଲାଣି ରେଡସିଗନାଲକି” ।

Editor Sudhanshu Bhusan Baliarsingh

Ownership Adarsha tv