ବିଜେପି ରେ କାହିଁକି କଣୋଠେସା ଅପରାଜିତା

ବିଜେପି ରେ କାହିଁକି କଣୋଠେସା ଅପରାଜିତା

ଭୁବନେଶ୍ୱର(ଆଦର୍ଶଟିଭି) ରାଜ୍ୟରେ ନୟାଗଡ ନାବାଳିକା ଶିଶୁ କନ୍ୟା ପରୀ ର ହତ୍ୟାକାଣ୍ଡ ଘଟଣାଟି ପଲ୍ଲୀରୁ -ଦିଲ୍ଲୀ ପକ୍ର୍ଷ୍ୟନ୍ତି ବିଭିନ୍ନ ମାମଲା ହୋଉଥିଲାବେଳେ ବିରୋଧି ବିଜେପି ଏହି ଘଟଣାକୁନେଇ ଜନସାଧାରଣଙ୍କ ପାଖରେ ସରକାରଙ୍କର ସମସ୍ତ କାର୍ଯ୍ୟକଳାପକୁ ଆଗକୁ ଆଣୁଛନ୍ତି । ଏହି ଘଟଣା ଆଜିକୁ ୨୦ ଦିନରୁ ଅଧିକ ସମୟ ବିତି ଯାଇଥିଲାବେଳେ ପିଜେପିର ଭୁବନେଶ୍ୱର ଏମପି ଅପରାଜିତା ସଢଙ୍ଗୀ କିନ୍ତୁ ଥରୁଟିଏବେ ଗଣମାଧ୍ୟମରେ ତାଙ୍କର କଥା ରଖିନାହିଁନ୍ତି । କି ବିଜେପି ଶିବିରରେ ଘନଘନ ପ୍ରେସ୍ ମିଟ୍ କରାଯାଉଥିବା ବେଳେ କୈଣସି ଗୋଟିଏ ଦିନବି’ ଅପରାଜିତା ମ୍ୟାଡାମଙ୍କୁ ଏଠାରେ ଦେଖିବାକୁ ମଳୁନ’ଥିଲେ । ଯାହାକୁ ନେଇ କିଛି ରାଜନୈତି ବ୍ୟକ୍ତିମାନେ କଥା ହୋଉଥିଲେ ବିଜେପିରେ କିଭଳି କଣୋ ଠେସା ରାଜନୀତି ଚାଲିଛି । ଆଗରୁ ମ୍ୟାଡମଙ୍କ ଅଫିସ ବିଏମସି ବନ୍ଦକରିଥିବା ଘଟଣାରୁ ସ୍ପଷ୍ଟ ବାରିହୋଉଛି । ଦଳଭିତରେ କେଉଁଥିପାଇଁ ଏଭଳି ରେସ୍ ଚାଲିଛି ତାହା ଆଗାମୀ ଦିନରେହିଁ ଜଣାପଡିବ ।

Editor Sudhanshu Bhusan Baliarsingh

Ownership Adarsha tv