ଚାକିରିରେ ମହିଳା ସଂରକ୍ଷଣ ଉପରେ ସୁପ୍ରିମକୋଟ ର୍କହିଲେ –ଭେଦଭାବନୁହେଁ ମେରିଟ୍ ହିଁ ହେବ ମୁଖ୍ୟ ଆଧାର

ଚାକିରିରେ ମହିଳା ସଂରକ୍ଷଣ ଉପରେ ସୁପ୍ରିମକୋଟ ର୍କହିଲେ –ଭେଦଭାବନୁହେଁ ମେରିଟ୍ ହିଁ ହେବ ମୁଖ୍ୟ ଆଧାର

ବ୍ୟୁରେ ଆଦର୍ଶଟିଭି: ମହିଳା ମାନଙ୍କମଧ୍ୟରେ ଚାକିରୀକୁ ନେଇ ସଂରକ୍ଷଣ ମାମଲାରେ ସୁପି୍ରମକୋର୍ଟ ଏକ ବଡଘେଶଷଣା କରିଛନ୍ତି । କୋର୍ଟ କହିଛନ୍ତି ଯଦି କୈଣସି ସଂରକ୍ଷିତ ବର୍ଗର ମହିଳା ସାଧାରଣ ବର୍ଗରପାଇଁ ନିର୍ଦ୍ଧାରିତ ହୋଇଥିବା କଟପମାର୍କରୁ ଅଧିକନଂମ୍ବର ଆଣନ୍ତି ତେବେ ସେ ସାଧାରଣ ବର୍ଗକୁ ଯାଇପାରିବେ । ଅର୍ଥାତ ଗଣନ୍ତି ଉକ୍ତ ମହିଳାଙ୍କର ସାଧାରଣ ବର୍ଗରେ ହେବ । ଓପନ୍ କାଟାଗୋରୀରେ କେବଳ୍ ମେରିଟିହିଁ ଆଧାର ହେବ । ଏହି ନିଦେ୍ର୍ଧଶ ଦେଇଛନ୍ତି ଉତର ପ୍ରଦେଶ ପୁଲିସ ନିଯୁକ୍ତକୁ ନେଇ

Editor Sudhanshu Bhusan Baliarsingh

Ownership Adarsha tv