ପିଚଅଧାରୁ ଆହତହୋଲେ ମହମ୍ମଦ ଶାମି :ହାତରେ ଲାଗିଛି ଆଘାତ

ପିଚଅଧାରୁ ଆହତହୋଲେ ମହମ୍ମଦ ଶାମି :ହାତରେ ଲାଗିଛି ଆଘାତ

ଆଦର୍ଶଟିଭି: ଆଜି ଭାରତ ଓ ଅଷ୍ଟ୍ରଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତିୟ ଦିନରେ ମହମ୍ମଦ ଶାମି ବ୍ୟାଟିଙ୍ଗ କରୁଥିବା ସହମୟରେ ବଲଟି ତାଙ୍କର ରିଷ୍ଟିରେ ଖୁବ୍ଯୋରରେ ବାଜିବାରୁ ସେ ଆହାତ ହୋଇ ଅଧାରୁ ପିଚ୍ ଛାଡିଛନ୍ତି । ତାଙ୍କ ରିଷ୍ଟିକୁ ସ୍କାନ୍ କରାଯାଇଛି । ଏବେ ସେ ଦିତୀୟ ଟେଷ୍ଟ ଖେଳିବେକି ନାହିଁ ସେ କଥା ସ୍ପଷ୍ଟ ହୋଇନାହିଁ ଇଣ୍ଡିଆ ବ୍ୟାଟିଙ୍ଗରେ ଖରାପ ପଦର୍ଶନ କରିଥିଲା ବେଳେ ୯ଉଇକେଟରେ ମାତ୍ର ୩୬ ରନ କରିଥିଲା

Editor Sudhanshu Bhusan Baliarsingh

Ownership Adarsha tv