ସତର୍କକଲା ଏସବିଆଇ ବ୍ୟାଙ୍କ :୭ଟି ସୂଚନା ଦିଅନାହିଁ କାହାକୁ

ଭୁବନେଶ୍ୱର(ଆଦର୍ଶଟିଭି)ଗତ କିଛିଦିନହେଲା କିଛି ବ୍ୟାଙ୍କ ହଙ୍କଳର ଗ୍ରାହାକମାନଙ୍କୁ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ପରିଚୟଦେଇ ମାଗୁଛନ୍ତି ଏଟିଏମ ୧୨ଟିକିଆ ନଂ ତା ଆଉକାହାକୁ ତାଙ୍କର ଖାତାବନ୍ଦହୋଇଯିବ କହି ଆଧାରନମ୍ବର ମାଗୁଛନ୍ତି । ଏମିତି ଅନେକ ଗ୍ରାହାକ ବିସ୍ୱାସରେ ଦେଇ ଆକାଉଂଟ ନଂମ୍ବରରୁ ସବୁଟଙ୍କା କିଛି ମୁହୃତରେ ଖାଲିକର ିନେଉଛନ୍ତି ତେଣୁ ଯଦି କୈଣସି ମେଜେଜ ଯାଉଛି ତାହାକୁ ବ୍ୟାକଙ୍କୁ ଆସି କିମ୍ବା ଫେନ ମାଧ୍ୟମରେ ବୁଝିନିଅନ୍ତୁ । ୧. ଓଟିପି କାହାରି ସହିତ ସେୟାର କରନ୍ତୁନାହିଁ ୨. ରିମୋଟ ଆକ୍ସେସ୍ ଆପି୍ଲକେସନ୍ ଠାରୁ ଦୂରେଇ ରହନ୍ତୁ ୩. ଅଜଣାଲୋକଙ୍କୁ ଆଧାର କପି ସେୟାର କରନ୍ତୁ ନାହିଁ ୪. ନିଜ ବ୍ୟାଙ୍କଖାତା ଅନ୍ୟାଲୋକଙ୍କୁ ଦିଅନ୍ତୁ ନାହିଁ ୫. ନିଜର ଏଟିଏମ ପାସୱାଡ ବଦଳାନ୍ତୁ ୬. ନିଜର ମୋବାଇଲକୁ ଅନ୍ୟକାହାରିକୁ ଦିଅନ୍ତୁନାହିଁ ୭. କୈଣସି ଲିଙ୍କ ପଢିବୁଝି ନ୍ତୁ କିନ୍ତୁ କ୍ଲିକ୍ କରନ୍ତୁ ନାହିଁ ଏହିସବୁ ସତର୍କତା ଅବଲମ୍ବନ କରିବାପାଇଁ ଗ୍ରାହାକମାନଙ୍କୁ ଏସବିଆଇ ଜଣାଇଛି ।