ବଦଳିବ ଭାରତୀୟ ରେଳର ଚିତ୍ର : ମୋଦିଜୀଙ୍କ ନ୍ୟୁ ଫରମୁଲା

ବଦଳିବ ଭାରତୀୟ ରେଳର ଚିତ୍ର : ମୋଦିଜୀଙ୍କ ନ୍ୟୁ ଫରମୁଲା

ବ୍ୟୁରୋରିପୋର୍ଟ (ଆଦର୍ଶ ଟିଭି) କେନ୍ଦ୍ରସରକାର ରେଳବିଭାଗରେ ଆଣୁଛନ୍ତି ନୁଆ ଦିଗନ୍ତ । ଏଥିପାଇଁ ପ୍ରସ୍ତୁତ ହୋଇଗଲଣି ମୋଦିସରକାର । ନ୍ୟାସନାଲ ରେଳ ପ୍ଲାନରେ ଭାରତୀୟ ରେଳର ଢାଚାଂ ବଦଳିବ ସମସ୍ତ ରେଳଷ୍ଟେସନକୁ ୱାଡକ୍ଲାସ କରିବାପାଇଁ ଯୋଜନା କରାଯାଇଛି । ନୂଆରେଳ ଯୋଜନା ଅନୁସାରେ ୨୦୩୦ ସୁଧା ବୁଲେଟ ଟ୍ରେନ ପରିଯୋଜନାକୁ ନେଇ ରେଳଷ୍ଟେସନକୁ ୱାଡକ୍ଲାସ କରିବାପାଇଁ ପ୍ରସ୍ତୁତରେ ମୋଦି । ଏହା ହେଲେ ଦେଶରେ ରେଲୱର ଚିତ୍ର ନିଶ୍ଚିତ ବଦଳିଯିବ । ଆଉ ଆସିବ ନୂଆବିକାଶ । ଏହାଦ୍ୱାରା ୱଟିଙ୍ଗ ଟିକେଟ ଯୁଗର ଅବସାନ ହେବ । ଏବଂ ଏକ୍ସପ୍ରେସ ଟ୍ରେନ୍ ମାନଙ୍କର ସ୍ପିଡ ମଧ୍ୟ ବଢିବ । ପ୍ରତି ଘଂଟାରେ ୧୬୦ କିମି ବେଗରେ ଟ୍ରେନ ଚାଲିବ ମୋଦିଙ୍କର ଏଭଳି ପରିବର୍ତନ ରେଲୱର ଅନେକ ପାରିବର୍ତନ ହେବ । ଗମନା ଗମନରେ ଯେଉଁ ସବୁ ସମସ୍ୟା ଦେଖାଯାଉଛି ତାହା ଧିରେ ଧିରେ ଦୁରେଇଯିବ । ନୂଆ ଟ୍ରେଣ୍ଡ ସହ ତାଳଦେଇ ଚାଲିବ ବିକାଶ ।

Editor Sudhanshu Bhusan Baliarsingh

Ownership Adarsha tv