ଗିରଫହେଲେ ପ୍ରଦୀପ ପାଣିଗ୍ରାହିଙ୍କ ସହୋଯୋଗୀ ସର୍ବେଶ୍ୱର ରାଓ

ଗିରଫହେଲେ ପ୍ରଦୀପ ପାଣିଗ୍ରାହିଙ୍କ ସହୋଯୋଗୀ ସର୍ବେଶ୍ୱର ରାଓ

ଭୁବନେଶ୍ୱର( ଆଦର୍ଶ ଟିଭି): ବିଧାୟକ ପ୍ରଦୀପ ପଣିଗ୍ରାହିଙ୍କର ଏକାନ୍ତ ବିଶ୍ୱସ୍ତ ସର୍ବେଶ୍ୱର ରାଓ ଙ୍କୁ ଗତକାଲି କ୍ରାଇମ ବ୍ରାଚଂ ଏସଆଟି ଟିମ୍ ଆଣି ତାଙ୍କୁ ପଚରାଉଚରା କରିବାସହ ବିଧାୟକଙ୍କୁ ଆଜି ରିମାଣ୍ଡରେ ଆଣି ଉଭୟଙ୍କୁ ଏସଆଇଟି ଟିମ୍ ମୁହାଁ ମୁହିଁ ପଚାରା ଉଚରା କରିଥିଲା । ଚାକିରୀ କରାଇଦେବା ଘଟଣା ରେ ମୁଖ୍ୟସହୋଯୋଗୀ ଶ୍ରୀ ରାଓଙ୍କର ମୁଖ୍ୟଭୂମୀକା ରହିଥିବା ଜଣାପଡିଛି । ଆଜି ସର୍ବେଶ୍ୱର ରାଓଙ୍କୁ କ୍ରାଇମବ୍ରଂଚ ଏସଆଇଟି ଲୋକଙ୍କୁ ଚାକିରୀ କରେଇ ଦେବା ନା’ରେ ଠକେଇ ଘଟଣାରେ ଗିରଫ କରିଛନ୍ତି । ଆଜି ବିଧାୟକଙ୍କର ରିମାଣ୍ଡର ସମୟ ସରିଯିବାପରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

Editor Sudhanshu Bhusan Baliarsingh

Ownership Adarsha tv