ପରୀର ତଦନ୍ତରିପୋର୍ଟ ହାଇକୋର୍ଟରେ ହେଲା ଦାଖଲ

         ପରୀର ତଦନ୍ତରିପୋର୍ଟ  ହାଇକୋର୍ଟରେ ହେଲା ଦାଖଲ

ଭୁବନେଶ୍ୱର (ଆଦର୍ଶ ଟିଭି)ନୟାଗଡ ପରୀ ମୃତ ଘଟଣାର ତଦନ୍ତରିପୋର୍ଟ ଆଜି ଦାଖଲକରାଯାଇଛି ମାନ୍ୟବର ହାଇକୋର୍ଟଙ୍କ ନିକଟରେ । କ୍ରାଇମ୍ ବ୍ରାଚଂ ଏସଆଇଟି ଟିମ୍ ଏହି ରିପୋର୍ଟରେ ଦର୍ଶାଇଛନ୍ତିଯେ ପରୀକୁ ପ୍ରଥମେ ଯୈାନନିର୍ଯାତନା ଓ ପରେ ହତ୍ୟାକରାଯାଇଥିବା ସୂଚନା ମିଳିଛି । ପରୀର ପୋଷାକ ମଧ୍ୟ ତଦନ୍ତକାରୀ ଟିମ୍ ପାଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ମୁଖ୍ୟ ଆସାମୀ କିଏ ତାହା ସନେ୍ଦହ ଘେରରେ ରହିଥିବାବେଳେ ଏହାକୁ ନେଇ ଆଗରୁ ଯେଉଁ ରାଜନୈତିକ ସମୀକରଣ ସୃଷ୍ଟିହୋଇଥିଲା ତାହା ଏକ ପ୍ରକାର ମୋଡବଦଳି ଯାଇଛି । ଅନ୍ୟପଟେ ପରୀର ବାପା ମା କୁ କି’ ନ୍ୟାୟ ମିଳୁଛି ତାହାକୁ ଅପେକ୍ଷା ।

Editor Sudhanshu Bhusan Baliarsingh

Ownership Adarsha tv