ଶ୍ରୀମନ୍ଦିର ଢାଚାଂରେ ପରିଚାଳନା ହେବ ଲିଙ୍ଗରାଜ ମନ୍ଦିର : କ୍ୟାବିନେଟରେ ଅଧ୍ୟାଦେଶକୁ ମଞ୍ଜୁରୀ

ଶ୍ରୀମନ୍ଦିର ଢାଚାଂରେ ପରିଚାଳନା ହେବ ଲିଙ୍ଗରାଜ ମନ୍ଦିର : କ୍ୟାବିନେଟରେ ଅଧ୍ୟାଦେଶକୁ ମଞ୍ଜୁରୀ

ଭୁବନେଶ୍ୱର (ଆଦର୍ଶ ଟିଭି ) : ପୁରୀ ଶ୍ରୀମନ୍ଦିର ଢାଚାଂରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ପରିଚାଳନାପାଇଁ ସ୍ୱତନ୍ତ୍ର ପ୍ରସ୍ଥାବ ଅଧ୍ୟଦେଶକୁ ଆଜି କ୍ୟବିନେଟ ମଞ୍ୁର କରିଛନ୍ତି । ଫଳରେ ଏକ ସ୍ୱତନ୍ତ୍ର ନିୟମ ଓ ଆଇନ୍ ଲାଗୁହେବାକୁ ଯାଉଛି । ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ମନ୍ଦିର ପରିଚାଳନା କମିଟିକୁ ଦେବାକୁ ନିଷ୍ପତ ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧକ୍ଷତାରେ ଭିଡିଓ କନଫେରେନ୍ସ ମଧ୍ୟରେ ଅନୁଷ୍ଟିତ କ୍ୟାବିନେଟ ବୈଠକ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚିବ ଅସିତ୍ କୁମାର ତି୍ରପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Editor Sudhanshu Bhusan Baliarsingh

Ownership Adarsha tv