ଗଣଶିକ୍ଷାମନ୍ତ୍ରୀ ଙ୍କ ବାସଭବନ ଘେରାଉ କଲେ ଅଭିଭାବକ ସଂଘ ।

ଗଣଶିକ୍ଷାମନ୍ତ୍ରୀ ଙ୍କ ବାସଭବନ ଘେରାଉ କଲେ ଅଭିଭାବକ ସଂଘ  ।

ଭୁବନେଶ୍ୱର(ଆଦର୍ଶ ଟିଭି) କରୋନା ମହାମାରୀକୁ ନେଇ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦକରାଯାଇ ଥିଲାବେଳେ ଧିରେ ଧିରେ କରୋନାର ସ୍ଥିତିରେ ସୁଧାର ଆସିବାପରେ ଗଣଶିକ୍ଷା ଓ ଉଚ୍ଚଶିକ୍ଷାବିଭାଗ ବୈଠକପରେ ନିସ୍ଫତି କରାଯାଇଥିଲା ଏବଂ ଡିସେମ୍ବର ୩୧ ତାରିଖରୁ +୨ ଏବଂ ନବମ ,ଦଶମ ଶ୍ରେଣୀ ଖୋଲିବାପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚ୍ଚିବ ଘୋଷଣାକଲେ । କଲେଜ , ସ୍କୁଲ ମାନଙ୍କୁ ଚିଠିମଧ୍ୟକରିଥିଲେ ଯାହାକୁ ନେଇ ଶିକ୍ଷକମାନେ ତପôର ହୋଇଯାଇଥିଲେ ଏବଂ କଲେଜର ସମସ୍ତ ରୁମ, ଲାଇବ୍ରେରି ,କମନ ରୁମ୍ ଇତ୍ୟାଦୀକୁ ସାନୀଟାଇଜର କାଯାଇଥିଲା । କିନ୍ତୁ ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ନିସ୍ପତି ଉପରେ ନବୀନ ରୋକ୍ ଲଗାଇଛନ୍ତି । ଫଳରେ ମନ୍ତ୍ରୀ ସମୀର ଦାସ ଅପଦସ୍ତ ହେଉଛନ୍ତି ଜନତାଙ୍କ ନିକଟରେ । ରାଜ୍ୟସରକାର ସବୁକିଛି ସ୍ୱଭାବିକ କରିଥିଲାବେଳେ ଶିକ୍ଷା ବ୍ୟସ୍ଥାକୁ କାହିଁକି ଲଗାମ୍ ଲଗାଇଛନ୍ତି ତାହାକୁ ନେଇ ଆଜି ଅବିଭାବକ ସଂଘ ଗଣଶିକ୍ଷାମନ୍ତ୍ରୀ ଙ୍କ ବାସଭବନ ଆଗ ଘେରାଉ କରିଛନ୍ତି । ସରକାରଙ୍କ ବିନା ମନ୍ତ୍ରୀ ଆଉ ମୁହଁ ଖୋଲିବାକୁ ଯୁନାହିଁ । ଏହାକୁ ନେଇ ରାଜନୀତି ଜୋର ଧରିଛି ।

Editor Sudhanshu Bhusan Baliarsingh

Ownership Adarsha tv