ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରୁ ବିଦାହେବେ କି ? ଅରୁଣ ସାହୁ

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରୁ  ବିଦାହେବେ କି ? ଅରୁଣ ସାହୁ

ଭୁବନେଶ୍ୱର(ଆଦର୍ଶ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନୂଆବର୍ଷରେ ପରିବର୍ତନ କରିବାକୁ ଯାଉଚନ୍ତି ପୁଣି ନୂଆ ମନ୍ତ୍ରୀମଣ୍ଡଳ । ଏଥିରେ କିଛି ମନ୍ତ୍ରୀଙ୍କୁ ବିଭାଗ ପରିବର୍ତନ କରିବାସହ ବିବାଦରେ ଥିବା କିଛି ମନ୍ତ୍ରୀ ଙ୍କୁ ମନ୍ତ୍ରୀପଦରୁ ବିଦାୟକରି ନୂଆମୁହଁ ଙ୍କୁ ବିଭାଗଦାଇତ୍ୱ ହସ୍ତାନ୍ତର କରିବାରର କର୍ଯ୍ୟକ୍ରମ ପ୍ରସ୍ତୁତ ଚାଲିଛି । ନବୀନଙ୍କର ୫ ପାଳୀରେ ପୁଣ ିନବକଳେବର ହେବ ରାଜନୈତିକ ନେତାଙ୍କର ଭାଗ୍ୟ । ଆଉ କିଛି ଆସାଇ ନେତାଙ୍କୁ ମିଳିବ ମନ୍ତ୍ରୀପଦ ଓ ଅନ୍ୟାନ୍ୟ ବିଭାଗର ଦାଇତ୍ୱ , ଯାହାକୁ ନେଇ ଏବେ ବେସଚର୍ଚ୍ଚାରେ ରାଜନୈତିକ ପାଣିପାଗ । ନବୀନଙ୍କ ନୂଆଷ୍ଟାଟେଜୀରେ ଜାହାର ଗୁଡ ପର୍ଫରମାନ୍ସ ନାହିଁ ବୋଧହୁଏ ସେମାନଙ୍କୁ ପଦରୁ ବିଦାୟ ଦିଆଯିବାର ସମ୍ଭାବନା ଅଧିକ ବୋଲି ଏକବିଷେଶ ସୁତ୍ରରୁ ପ୍ରକାଶ । ତେବେ ମନ୍ତ୍ରୀପଦରୁ କିଏ କିଏ ବିଦାହେବେ - ପ୍ରଥମେ ମନ୍ତ୍ରୀ ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ , ତୁଷାରକାନ୍ତି ବେହେରା ,ରଘୁନନ୍ଦନ ଦାସ , ଯୋତିପ୍ରକାଶ ପାଣିଗ୍ରାହି ଏବଂ ଜଗନ୍ନାଥ ସାରକା ସମେତ ପରୀ ବିବାଦରେ ଛନ୍ଦିହୋଇଥିବା ହେବି ୱଟ ନେତା ମନ୍ତ୍ରୀ ଅରୁଣ ବାଦ୍ ପଡିପାରନ୍ତି ମନ୍ତ୍ରୀପଦ ।

Editor Sudhanshu Bhusan Baliarsingh

Ownership Adarsha tv