ଏଣିକି ଅଧିକ କାମକଲେ ମିଳିବଅଧିକ ଦରମା :କେନ୍ଦ୍ରର ଗାଇଡଲାଇନ୍

ଏଣିକି ଅଧିକ କାମକଲେ ମିଳିବଅଧିକ ଦରମା :କେନ୍ଦ୍ରର ଗାଇଡଲାଇନ୍

ବ୍ୟୁରୋ ଆଦର୍ଶ ଟିଭି: କେନ୍ଦ୍ରସରକାର ଏଥର କର୍ମଚାରୀଙ୍କପାଇଁ ଆଣିଛନ୍ତି ନୂଆଗାଇର୍ଡ ଲାଇନ୍ , କର୍ଯ୍ୟକ୍ଷେତ୍ରରେ ଅଧିକସମୟ ଖଟିଲେ ମିଳିବ ଅଧିକ ପାରିସ୍ରମିକ । ଏବଂ ଆସନ୍ତା ବର୍ଷରୁ ଗ୍ରାଚ୍ୟୁଇଟ ଏବଂ ପିଏଫରେ ହେବ ବଡପରିବର୍ତନ । ଏହି ନି୍ରମ ସବୁକର୍ମଚାରୀଙ୍କ ପାଇଁ ପ୍ରଜ୍ଜୁଜ୍ୟ ହେବ । ଆସନ୍ତା ଏପ୍ରିଲ ମାସରୁ ନୂଆ କମ୍ପାନୀସେସନ୍ ନିୟମ ଲାଗୁକରିବାକୁ ଯୋଜନାକରୁଛନ୍ତି କେନ୍ଦ୍ରସରକାର । ଯାହାଫଳରେ କମ୍ପାନୀ ବାଲାନ୍ସସିଟିରେ ବ୍ୟାପକ ପରିବର୍ତନ ଦେଖିବାକୁ ମିଳିବ । ଯେଉଁ କର୍ମଚାରୀ ଓଭରଡିଉଟି କରିବାକୁ ଚାହିଁଥିବେ ସେମାନଙ୍କୁ କାମଦିଆଯିବ । ଆଗରୁ କାର୍ଯ୍ୟକରିବାର ସମୟ ସିମା ୮ ଘଂଟାରୁ ପରିବର୍ତନ ହୋଇ ସମୟସିମାକୁ ୧୨ ଘଂଟାକରାଯିବ । ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ଏହି ନିୟମ ଲାଗୁକରାଯିବ ।

Editor Sudhanshu Bhusan Baliarsingh

Ownership Adarsha tv