ଡାକ୍ତରମାନଙ୍କୁ ୧୦ ବର୍ଷ ସରକାରୀ ଚାକିରୀକରିବା ବାଧ୍ୟ :ନଚେତ ୧କୋଟି ଜୋରିମାନା

ଡାକ୍ତରମାନଙ୍କୁ ୧୦ ବର୍ଷ ସରକାରୀ ଚାକିରୀକରିବା ବାଧ୍ୟ :ନଚେତ ୧କୋଟି ଜୋରିମାନା

ବ୍ୟୁରୋରିପୋର୍ଟ(ଆଦର୍ଶ ଟିଭି) ଏଥର ଡକ୍ତରମାନଙ୍କର ଆଉ ଚଳିବନୀ ମନମାନୀ । କାରଣ ଉତରପ୍ରଦେଶ ସରକାର ଏହାଉପରେ ଆଣିଛନ୍ତି ବଡ ନିସ୍ପତି । ଯେଉଁମାନେ ଏହି କାର୍ଯ୍ୟକରୁଛନ୍ତି ଅତିକମ୍ରେ ୧୦ ବର୍ଷ ପର୍ଯ୍ୟନ୍ତ ସରକାରଙ୍କୁ ସେବା ଦେବାକୁ ହେବ । ଏନେଇ ସ୍ୱାସ୍ଥ ବିଭାଗର ପ୍ରମୁଖ ସଚିବ ଦେଇଛନ୍ତି ସୂଚନା । ସେ କହିଛନ୍ତି କୈଣସି କେହିଯଦି ଅଧାରୁ ଚାକିରୀ ଛାଡନ୍ତି ତେବେ ତାଙ୍କୁ ୧କୋଟି ଟଙ୍କା ସରକାରଙ୍କୁ ଦେବାକୁ ପଡିବ ।

Editor Sudhanshu Bhusan Baliarsingh

Ownership Adarsha tv