ଖୋଲିବ ଶ୍ରୀମନ୍ଦିର : ବହୁ ଅପେକ୍ଷାପରେ ଦର୍ଶନ ଦେବେ ମହାବାହୁ

ଖୋଲିବ ଶ୍ରୀମନ୍ଦିର : ବହୁ ଅପେକ୍ଷାପରେ ଦର୍ଶନ ଦେବେ ମହାବାହୁ

ପୁରୀ(ଆଦର୍ଶ ଟିଭି) :ଦିର୍ଘ ଦିନର ଅପେକ୍ଷାପରେ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଖୋଲିବାକୁ ନିସ୍ପତି ହେଲା ଯାହାକୁ ନେଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମନରେ ଏକପ୍ରକାର ଆନନ୍ଦ ଖେଳିଯାଇଛି । କିନ୍ତୁ ରାଜ୍ୟସରକାରଙ୍କ ଅନୁମତିପରେ ଯାଇ ଶ୍ରୀମନ୍ଦିର ଖୋଲାଜୀବ । ଆଗକୁ ନୂଆବର୍ଷ ରହିଥିବାରୁ ଶ୍ରଧାଳୁଙ୍କ ଦର୍ଶନରେ କିଛି ନିୟମ କାନୁନ୍ କରାଯାଇଛି । ବର୍ତମାନ ୨୨କିମ୍ବା ୨୪ ତାରିଖରେ ମନ୍ଦିର ଖୋଳିବାର ଦିନଧାର୍ଯ୍ୟ କରାଯାଇଛି । ପ୍ରଥମେ ୪ ରୁ ୫ ଦିନପାଇଁ କେବଳ ପୁରୀ ବାସୀଙ୍କପାଇଁ ଦର୍ଶନର ଅନୁମତି ଦିଆଯିବ । ଜାନୁଆୟୀ ୩ ତାରିଖରୁ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ଏବଂ ଆନନ୍ଦବଜାରରେ ମିଳିବ ମହାପ୍ରସାଦ । କିନ୍ତୁ ଦିନକୁ ୫ହଜାରଶ୍ରଧାଳୁଙ୍କୁ ମିଳିବ ଅନୁମତି । ଏତତ୍ ବ୍ୟତିତ ଭକ୍ତମାନେ ମାସ୍କ ବିନ୍ଦିବା ବାଧ୍ୟତାମୂୁଳକ ହେବ ।ଛୋଟ ପିଲାଙ୍କୁ ଜିବା ବନ୍ଦ । ମନ୍ଦିରର ୪ଦ୍ୱାରରେ ସାନିଟାଇଜର ବ୍ୟବସ୍ତାରହିବ । ଏଥିପାଇଁ ଏସୋପି ଯାରିକରାଯାଇଛି ବୋଲି କହିଛନ୍ତି ମୁଖ୍ୟପ୍ରଶାସକ ।

Editor Sudhanshu Bhusan Baliarsingh

Ownership Adarsha tv