ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଭାରତୀୟ ଦଳ :ବାଦ୍ପଡିଲେ ଇଶାନ୍ତ ଶର୍ମା

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଭାରତୀୟ ଦଳ :ବାଦ୍ପଡିଲେ ଇଶାନ୍ତ ଶର୍ମା

ବ୍ୟୁରୋରିପୋର୍ଟ (ଆଦର୍ଶ ଟିଭି) ଡିସେମ୍ବର ୧୭ରୁ ହେବାକୁ ଯାଉତିବା ୪ଟିକିଆ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟଟିମ୍ ନାମ ଘୋଷରା କରାଯାଇଛି । ଭାରତ ଏବଂ ଅଷ୍ଟ୍ରେଲିଅ ମଧ୍ୟରେ ଖେଳାଯିବ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଅନେକ ଯୁବପ୍ରତିଭାଙ୍କୁ ସୁଯୋଗମିଳିଛି । ପ୍ରଥମ ମ୍ୟାଚ୍ ର ନେତୃତ ନେବେ ବିରାଟକୋହିଲ । କିନ୍ତୁ ଏହି ମ୍ୟାଚରେ ଇଶାନ୍ତ ଶର୍ମା ବାଦ୍ ପଡିଥିବା ଜଣାପଡିଛି । ତେବେ ଏହି ସବୁ ମ୍ୟାଚରେ ଉଭୟ ଦଳପକ୍ଷରୁ ସିରିଜ ଜିତିବାର ଲକ୍ଷରଖିଛନ୍ତି ।

Editor Sudhanshu Bhusan Baliarsingh

Ownership Adarsha tv