ଗୁଜୁରାଟ ସୀମା ଆକାଶରେ ଉଠିଲା ଚୀନ୍ର ଯୁଦ୍ଧ ବିମାନ ।

ଗୁଜୁରାଟ ସୀମା ଆକାଶରେ ଉଠିଲା ଚୀନ୍ର ଯୁଦ୍ଧ ବିମାନ ।

ବ୍ୟୁରୋରିପୋର୍ଟ(ଆଦର୍ଶ ଟିଭି)ଚାଇନା ଗୁଜୁରାଟ ସୀମାନ୍ତରେ ଯୁନ୍ଧବିମାନ ଠୁଳ କରିବାସହ ସୈନ୍ୟବାହିନୀ ସଂଖ୍ୟା ବଢାଇଛି । ଏବେ ଚାଇନା ପାକିସ୍ତାନ ସହିତ ମିଳିତଭାବରେ ସୈନ୍ୟଅଭ୍ୟାସ ଆରମ୍ଭକରିଛି ।ପାକିସତିାନର ଭୋଲାରି ଏୟାରବେସରେ ଚାଇନା ଯୁଦ୍ଧବିମାନ ଗୁଡିକ ଅବତରଣକରିଛି । ତେବେ ଏହାକୁନେଇ ଭାରତୀୟ ସେନାଙ୍କୁ ଆଲର୍ଟ ଜାରିହୋଇଛି । ଏଭଳି ସ୍ଥିତିକୁ ନେଇ ଅନ୍ତର୍ଜାତୀୟ ଚିନ୍ତାବଢାଇଛି ।

Editor Sudhanshu Bhusan Baliarsingh

Ownership Adarsha tv