ଚୀନକୁ କଡ୍ଡାଜବାବ ଦେବ ଭାରତୀୟ ସେନା : ଛନକା ଚୀନ୍

ଚୀନକୁ  କଡ୍ଡାଜବାବ ଦେବ ଭାରତୀୟ ସେନା : ଛନକା ଚୀନ୍

ବ୍ୟୁରୋରିପୋର୍ଟ(ଆଦର୍ଶ ଟିଭି):ଆଉ ଗୋଟିଏବର୍ଷ ଭତରେ ଭାରତୀୟ ସେନାପକ୍ଷରୁ ଥିଏଟର କମାଣ୍ଡ ଆସିବାକୁ ଯାଉଛି । ଏହି କମାଣ୍ଡକୁ ଗଠନକରିବାର କାର୍ଯ୍ୟ ଦୃତଗତିରେ ଚାଲୁରହିଛି । ସେନାର ସୁଧାର ଅନୁସାରେ ଦେଶରେ ୭ଟି ଥିଏଟର କମାଣ୍ଡ ଗଠନ କରାଯାଇଛି ଏହାକୁ ଚୀନ୍ ସୀମା , ପାକିସ୍ତାନୀ ସୀମା ,ସାମୁଦି୍ରକ ଓ ଦୀପ , ମୋରୀଟାଇମ୍ ତଥା ବିମାନ ସୁରକ୍ଷା କମାଣ୍ଡ ଗଠନହେବ । ଏତତ୍ ବ୍ୟତିତ ମେରାଇନ୍ ଥିଏଟ୍ର କମାଣ୍ଡ କାର୍ଯ୍ୟ ଆଗେଇ ଚାଲିଛି । ଏଥିରେ ତିନି ସେନାଙ୍କୁ ଏକତି୍ରତ କରାଯିବ

Editor Sudhanshu Bhusan Baliarsingh

Ownership Adarsha tv