ପାକ୍ ସୀମାରେ ପସିଗଲେ ଭାରତୀୟ ସୈନ୍ୟ : ଜାଣନ୍ତୁ କହିଁକି

ପାକ୍ ସୀମାରେ ପସିଗଲେ ଭାରତୀୟ ସୈନ୍ୟ : ଜାଣନ୍ତୁ କହିଁକି

ବ୍ୟୁରୋରିପୋର୍ଟ(ଆଦର୍ଶ ଟିଭି)ଶ୍ରୀନଗର ର ନାଗୋରଟାରେ ୪ ପାକୀସ୍ତାନୀ ଏନ୍ କାଉଟର କରିଥିଲେ । ଏହି ଆତଙ୍କିମାନେ ୨୦୦ ମିଟର ସୁଡୁଙ୍ଗ ବ୍ୟବହାର କରୁଥିବା ଜଣାପଡିଥିଲା ।ଏହାକୁ ସ୍ପସ୍ଟକରିବାପାଇଁ ଭାରତୀୟ ଜବାନମାନେ ଏହି ସୁଡୁଙ୍ଗର ଶେଷପର୍ଯ୍ୟନ୍ତ ଯାଇଥିଲେ । ଗତ ନଭେମ୍ବର ୨୨ରେ ଜାମ୍ମୁ କାଶ୍ମୀର ସାମ୍ମା ସେକ୍ଟରରେ ଅତଙ୍କୀମାନେ ସୀମାପାର କରିଥିଲେ , ଏଥିରେ ୪ ଜଣଙ୍କୁ ନିପାତ କରିବାପରେ ସେମାନଙ୍କର ମୋବାଇଲରୁ ସୁଡଙ୍ଗ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସେହି ସୁଡୁଙ୍ଗକୁ ବିଏସଏଫ ପକ୍ଷରୁ ତାହାକୁ ବନ୍ଦକରାଯାଇଥିଲା ବିଏସଏଫ ଡିଜି ରାକେଶ ଆସ୍ଥାନୀ ଏଭଳି ସୂଚନା ଦେଇଛନ୍ତି ।

Editor Sudhanshu Bhusan Baliarsingh

Ownership Adarsha tv