ଲିଙ୍ଗ ସିଥିଳତା ଦେଖାଦେଲେ ତୁରନ୍ତ କରନ୍ତୁ ଡାକ୍ତଙ୍କ ପରାମର୍ସ

ଲିଙ୍ଗ ସିଥିଳତା ଦେଖାଦେଲେ ତୁରନ୍ତ କରନ୍ତୁ ଡାକ୍ତଙ୍କ ପରାମର୍ସ

ଆଦର୍ଶ ଟିଭି: ମୁଖ୍ୟତଃ ଭାବେ ଲିଙ୍ଗ ସିଥିଳତା କାହିଁକି ଦେଖାଯାଇ ଥାଏ । ଏହାର କେତୋଟି କାରଣ ରହିଛି ୧).୧୫ରୁ ୧୮ ବୟଷର ଯୁବକ ମାନେ ବିଭିନ୍ନ ଅଶିଲ୍ଲ ଫିଲ୍ମ ମୋବାଇଲରୁ ଦେଖିଥାନ୍ତି , ସେମାନେ ଏକାନ୍ତରେ ବସି ନିଜର ମନକୁ ଉପଭୋଗକରିବା ପାଇଁ ନିଜର ଲିଙ୍ଗକୁ ହଲାଇ ଥାନ୍ତି ଯାହାକୁ ହସ୍ତମୈଥୁନ ବୋଲି କୁହାଯାଏ । ଏହା ଅଧିକ ବାର କରିବା ଦ୍ୱାରା ନିଜର ଅଜାଣତରେ ଏକ ରୋଗର ସୃଷ୍ଟି ହୋଇଥାଏ । ୨) ବିବାହ ପୂର୍ବରୁ ଅନେକ ଯୁବକ ସ୍ତୀ ମାନଙ୍କ ସହିତ ମିଳାମିଶା କରିବା ,କିମ୍ବା ମଦ୍ୟପାନ , ସିଗାରେଟ୍ ଆଦି ନିଶା ଶେବନ ଅଧିକ ଦିନପର୍ଯ୍ୟନ୍ତ ବ୍ୟବହାର କରୁଥିଲେ ସେହିଭଳି ଯୁବକ ମାନଙ୍କ ଠାରେ ଏଭଳି ସିଥିଲତା ଦେଖାଯାଇଥାଏ । ୩)ଆଉ କିଛି ଯୁବକ କିମ୍ବା ବୟଷ୍କ ବିବାହିତା ପୁରୁଷଙ୍କର ଶିଘ୍ର ପତନ ହୋଇଥାଏ ଏହା ଏକ ପ୍ରକାର ମାନସିକ ରୋଗ । ମନକୁ ନିୟନ୍ତ୍ରଣ ନ କଲେ ଅଧିକ ଏକ୍ସଇଡ୍ ହୋଇଗଲେ କିମ୍ବା ଗୋଟିଏ କଥାକୁ ବାରମ୍ବାର ଭାବିଲେ ତାହା ଠିକ୍ ସମୟ ପୁର୍ବରୁ ବାହାରିଯାଏ । ଏହା ଏକପ୍ରକାର ରୋଗ । ଫଳରେ ସହବାସରେ ସ୍ତ୍ରୀ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ଫଳରେ ନିଜର ପୁରୁଷତା ଉପରେ ପ୍ରଶ୍ନ ଆସେ । ଯଦିଓ ଏଭଳି ଘଟଣାକୁ କାହାରିକୁ କହିବାକୁ ସଂକୋଚ ଅନୁଭବ କରୁଛନ୍ତି ତେବେ ନିଜର ଲୋକଙ୍କୁ ଏଭଳି ସମସ୍ୟା ବିଷୟରେ ଜଣାନ୍ତୁ ଏହାର ନିରାକରଣ କରିବା ଜରୁରୀ । ଏଭଳି ସମସ୍ୟା ଯଦି ନୂଆ ବିବାହ ଯୁବକଙ୍କ ଯେତ୍ରରେ ଦେଖାଯାଏ ତେବେ ସନ୍ତାନ- ସନ୍ତତି ହେବାରେ ସମସ୍ୟ ହୁଏ । ସ୍ତ୍ରୀ ମଧ୍ୟ ଖୁସିହୋଇ ପାରିନ’ ଥାଏ , କିନ୍ତୁ ମୁହଁ ଖୋଲି କହିପାରନ୍ତି ନାହିଁ କାରଣ ପୁରଷର ଯୈନ କ୍ଷମତା ଅପେକ୍ଷା ମହିଳା ମାନଙ୍କର ଢେର ଅଧିକ ତେଣୁ ସେମାନଙ୍କୁ ସନ୍ତୁଷ୍ଟ ନ କରିପାରିଲେ ପାରିବାରୀକ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିନ’ ଥାଏ । ଫଳରେ ସମସ୍ୟା

Editor Sudhanshu Bhusan Baliarsingh

Ownership Adarsha tv