ଆସିଲା ଶକ୍ତିଶାଳୀ କୋଭିଡ୍ ଟିକା

 ଆସିଲା  ଶକ୍ତିଶାଳୀ କୋଭିଡ୍ ଟିକା

ବ୍ୟୁରୋରିପୋର୍ଟ(ଆଦର୍ଶ ଟିଭି): ୮ମାସର ବ୍ୟବଧାନପରେ ବିଭିନ୍ନ ଦେଶର ବୈଗ୍ୟାନିକ ମାନଙ୍କର ଗବେଷଣା ପରେ ଏବେ ଏଭଳି ଏକ ଟିକା ବାହାରିଛି ଯାହା ଜୀବଜନ୍ତୁ ଶରୀରରେ ଆଟିଂବଡି ସୃଷ୍ଟି କରିବା ସହ ଏହି ଟିକାକୁ ମଣିଷ ଦେହରେ ବ୍ୟବହାର କରାଯାଇ ପାରିବ ବୋଲି ସେମାନେ ଦାବିକରିଛନ୍ତି । ୱାସିଙ୍ଗଟନ୍ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମେଡିସିନ୍ଗବେଷକ କହିବାନୁଯାଇ , ମୂଷାମାନଙ୍କ ଦେହରେ ଏହି ଇଂଜେକ୍ସନ ଆଂଟିବଡି ସୃଷ୍ଟିକରିପାରିଛି ଯାହା କୋଭିଡି ରୋଗୀଙ୍କ ପାଇଁ ଏହା ଆରୋଗ୍ୟ କରିପାରିବ ବୋଲି ସେମାନେ କହିଛନ୍ତି ଯାହା ରୋଗୀମାନଙ୍କର ଆଂଟିବଡି ଅଧିକ ବିକଶିତ କରିପାରିବା ସହିତ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରିବ ।

Editor Sudhanshu Bhusan Baliarsingh

Ownership Adarsha tv